by Goutam Mohanty ✓ · 21 Jan 2020
ତୋ ହୃଦୟ ଭାଙ୍ଗିଗଲା କି ଯେ ତୁ ବିଶ୍ରାମର ବାହାନାରେ ତୋ ଦୁଇ କୋମଳ ପାଦକୁ ହରିଣ କାନ ସମ ଚିତ୍ରିତ କରି ଶୋଇଗଲୁ ଶିଆଳିଲଟା ରେ...!
Loading comments…
Comments
Loading comments…