by Maheswar sahoo ✓ · 22 Apr 2019
ହାତ ଯୋଡ଼ା ଛବି, କରୁଛ ମଣ୍ଡନ, ଚତୁର୍ଦିଗେ ରାସ୍ତା ଘାଟେ । ବକ୍ତବ୍ୟ ଗର୍ଜନ, ଲାଞ୍ଚ ଅର୍ଥ ଦାନ, ମନ କିଣା ଭାବ ଫୁଟେ ।।
Loading comments…
Loading comments…