by Sagar Kumar Parida ✓ · 10 Aug 2020
ମା ମାଟି ପ୍ରୀତି ମାନବ ସମ୍ବଳେ ଗୋରୁଗାଈଙ୍କ ସମ୍ପର୍କ ଏହି ଦିନଟିର ପରମ ବୈଶିଷ୍ଟ ମାନବ ପ୍ରାଣୀ ସୁସଙ୍ଗ ।। ତ୍ୟାଗ ପ୍ରେମ ଆଉ କର୍ତ୍ତବ୍ୟ ଦାୟିତ୍ୱେ ସଂକଳ୍ପର ରକ୍ଷାସୂତ୍ର ସୁରକ୍ଷା ବଳୟେ ସର୍ବ ନିରାପଦ ସହଯୋଗ ପର୍ବଭେଦ ।।
Loading comments…
Comments
Loading comments…