by Pranati Mahapatra ✓ · 21 Dec 2021
ଲାଲବାହାଦୁରଙ୍କ ଅତିଥି ଶାଳାରେ ହୁଏ ସାଧୁ ସମାଗମ ସନ୍ଥ ସେବା କରି ଧର୍ମକଥା ଶୁଣି କରନ୍ତି ହୃଦୟଙ୍ଗମ ରାମାୟଣ ମହାଭାରତ ପୁରାଣ ମୁହଁରେ କରି ମୁଖସ୍ତ ସୁଲଳିତ କଣ୍ଠସ୍ୱରେ ସର୍ବେ ଶୁଣି ହୋଇ ଯାଆନ୍ତି ତ ମୁଗ୍ଧ ।
Loading comments…
Loading comments…