by Amit Bal ✓ · 28 Oct 2020
ଆକାଶ ମନେହୁଏ ନିଖୋଜ ଚିତ୍ରକାରର ଏକମାତ୍ର ତୈଳଚତ୍ର ପ୍ରେମିକା ଦେହର ସୁଗନ୍ଧ ପରି ଅରଣ୍ୟ ଲାଗେ ଖୁବ୍ଆପଣାର, ଇଛା ହୁଏ ଅବାଧ୍ୟ ମୁହୂର୍ତ୍ତକୁ ହାତ ମେଲାଇ ବାଟ ଓଗାଳିବାକୁ ତମାମ ଜୀବନ ପାଇଁ ହୃଦୟେ ଛବି ପରି ଆଙ୍କି ରଖିବାକୁ
Loading comments…
Loading comments…