by DILIP KUMAR SAHOO ✓ · 29 Jun 2021
ଦୂର ତାଳ ବଣ ପାହାଡ ଡେଇଁ ସୂରୁଯ ଦେବତା ଆସନ୍ତି ଉଇଁ କଅଁଳିଆ ଖରା ବିଛେଇ ପଡିଲେ କଅଁଳ ସକାଳ ମୁରୁକି ହସେ ରାତି ପାହି ଯେବେ ସକାଳ ଆସେ । ସବୁ ସକାଳର ଚାହାଣୀ ନୂଆ ନୂଆ ଗପ
Loading comments…
Comments
Loading comments…