by DILIP KUMAR SAHOO ✓ · 20 Jul 2021
ବୟସ ଯେତିକି ବଢୁଛି ସେତିକି ଲାଗୁଅଛି ମୋତେ ଡର ଧୀରେଧୀରେ ଏବେ ଦେହସାରା ମୋର ବେମାରୀ କଲେଣି ଘର ପାଦେପାଦେ ମୋତେ ଆଖି ତରାଟନ୍ତି ଚିନ୍ତା ଆଉ ଅବସାଦ ଆଖିରେ ଆସୁନି ନିଦ ।
Loading comments…
Comments
Loading comments…