by shmitaa mohanty ✓ · 5 Dec 2021
ସତରେ ରାତ୍ରୀ ବୁଝି ହୁଏନା ତୁମ ନିଃସ୍ତବ୍ଦତା ବିଶ୍ୱାସ କରିହୁଏନା ତୁମ ବାସ୍ତବତା ମିଠା ସ୍ପର୍ଶରେ ବି ଥାଏ କେତେ କଠୋରତା କାହା ଲାଗି ତୁମେ ପ୍ରେମର ପ୍ରତୀକ ସାଜିଥାଅ କେବେ ପୁଣି ସପନ ବଣିକ
Loading comments…
Comments
Loading comments…