by jagabandhu sahu ✓ · 26 Apr 2021
ଗ୍ରୀଷମ ଋତୁର ଦ୍ବିପହର ସମୟ ଲାଗେ ନିଛାଟିଆ ଭାରି ଅଂଶୁଘାତ ଭୟେ ପଦାକୁ ନ ଆସି ଘରେ ରହିଥାନ୍ତି ଡରି ଗ୍ରୀଷ୍ମର ପ୍ରଭାବେ ବଣ ପୋଡି ହୁଏ ପଶୁ ପକ୍ଷୀ ଯାନ୍ତି ମରି ପ୍ରକୃତି ସୌନ୍ଦର୍ଯ୍ୟ ହୋଇଥାଏ ନଷ୍ଟ ହେ
Loading comments…
Loading comments…