by Debadatta Jena ✓ · 21 Oct 2021
ପ୍ରତି ଜ୍ୟୋସ୍ନାର ତୁ ପ୍ରତି ବାସ୍ନାର ତୁ ପ୍ରତି ସ୍ୱପ୍ନ ମଗ୍ନ ଅନୁରାଗ ପ୍ରତି ରୂପରେ ତୁ ପ୍ରତିବିମ୍ବରେ ଵି ତୁ.. ପ୍ରତି ମୁହୂର୍ତ୍ତର ମିଶ୍ର ରାଗ
Loading comments…
Loading comments…