by Kali Kumar ✓ · 13 Jun 2019
ଦିନ ପରେ ଦିନ ଏମିତି ବିତିଯାଏ ବସ୍ ଯାତ୍ରୀ ଧରି ତା' ବାଟେ ଚାଲିଯାଏ ତା' ଧୂଆଁ , ଧୂଳିରେ ଶଗଡ଼ିଆର ନିଃସ୍ୱାର୍ଥପରତା ମଳିନ ପଡ଼ିଯାଏ ଶଗଡ଼ିଆର ପାଦ ସ୍ଥିର, ନିଶ୍ଚଳ, ନିସତେଜ ହୋଇଯାଏ ।
Loading comments…
Comments
Loading comments…