by ବିଷ୍ଣୁ ପ୍ରସାଦ ମିଶ୍ର & Bishnu Prasada Mishra ✓ · 18 May 2019
ପୂରୁବ ଆକାଶେ ରାଜି ରବି ଛବି, ଶୋଭା ଧ୍ୟାନ ରତା ସତେକି ବୈଷ୍ଣବୀ. ପୂରୁବା ସୁନ୍ଦରୀ ମଥାରେ ସିନ୍ଦୁର, ରବିଙ୍କ ଉଦୟେ ଦିଶେ ମନୋହର.
Loading comments…
Comments
Loading comments…