by BISWESWAR MAJHI ✓ · 12 Sept 2018
ଅସୁରକୁଳ ବିନାଶୀ ହରଷିତ ରାମ ଋଷିକୁଳ ତନୁମନ ପୁଲକିତ ରାମ। ପଦରଜେ ଅହଲ୍ୟାଙ୍କୁ ଉଦ୍ଧାରିଲ ରାମ ନାବିକ ପଦଧଉତ ଗଂଗାପାର ରାମ
Loading comments…
Loading comments…