by Nrusingha Narayan Tripathy ✓ · 2 May 2022
ବେଶ ପ୍ରବର୍ତ୍ତକ ସେତ ରାମାନୁଜାଚାର୍ଯ୍ୟ ସନ୍ଥ ଥିଲେ ରାମଚନ୍ଦ୍ର ଦେବ ସେ ଗଜପତି ପ୍ରାରମ୍ଭିଲେ ରାମବେଶ ନାମ ରଘୁନାଥ ବେଶ ରାମ କୃଷ୍ଣ ଏକ ବିଷ୍ଣୁ ଜଗତପତି ଶଙ୍ଖକ୍ଷେତ୍ରେ ସେହି କାଳିଆ ସ୍ମୃତିରେ ଭାବର ବେଶ ଜଗାବଳିଆ
Loading comments…
Loading comments…