by ବି. ନିରୁପମା ✓ · 29 Oct 2020
ତିନିପୁରରେ ତୋହର ରହିଅଛି ଯଶ , ସେ ଯଶକୁ ନିଜେ ତୁହି କରୁଅଛୁ ଶେଷ । ହୋଇ ଗର୍ବେ ଅନ୍ଧରେ.... ଜାଣିଶୁଣି କରୁ ଏ କର୍ମ ଅତି ମନ୍ଦରେ । ହୋଇ ଗର୍ବେ ଅନ୍ଧରେ
Loading comments…
Loading comments…