by Durjyodhan Barik ✓ · 17 Jun 2021
ମୋ ଦାଣ୍ଡ ଦୂଆରୁ ଇଚ୍ଛିଲି ମୁଁ ପ୍ରଭୁ ଛୁଇଁବାକୁ ଶ୍ରୀଚରଣ, କଟକଣା ବୋଲି ଯାଇପାରୁ ନାହିଁ କରିଲ ତୁମେ ବାରଣ । କରୋନା କାରଣେ ସରକାର କଲେ ନିୟମ ଟି କଡାକଡି, ଉଲଙ୍ଘନ କଲେ ସେ ନିୟମ କେହି ପିଠିରେ ପଡୁଛି ବାଡ଼ି ।
Loading comments…
Comments
Loading comments…