by Jayashree Maharana ✓ · 31 Jan 2021
ବିରହୀ ପ୍ରାଣ ହୁଏ ଉଚ୍ଛନ୍ନ ଅବ୍ୟକ୍ତ ଆଶା ଭରି ଏ କି ଜୀବନ ସହେ କଷଣ ସାଥିକୁ ଝୁରି ଝୁରି କହି ନ ପାରେ କାହା ଆଗରେ ହୃଦ ବେଦନା ସିଏ ନିରିଜନରେ ସ୍ନିଗ୍ଧ ବାଆରେ ଖବର ଦିଏ କିଏ
Loading comments…
Comments
Loading comments…