by Manas Ranjan Pattanayak ✓ · 15 Apr 2019
ଲାଜକୁଳୀ ଲତା ସରମି ପାଖୁଡା ଓଦାଥିଲା ଗଣ୍ଡଦେଶ। ବଦନଟା ତା'ର ଚହଟୁ ଥିଲାରେ ମହୁଲ ଫୁଲର ବାସ।। କେତେ ରାତିଦିନ ସପନରେ ସେତ ହେଉଥିଲା ମୋତେ ଭାଳି।।।
Loading comments…
Comments
Loading comments…