by Pranati Panda ✓ · 30 Jul 2021
ବିଶ୍ଵାସ ଭାଙ୍ଗୁଛି ଭାଙ୍ଗିବାକୁ ଦିଅ ଯୋଡିଲେ ମିଳିବ ସନ୍ଦେହ ବୀଜ, ଅବିଶ୍ୱାସ ଯଦି ମନେ ବସା ବାନ୍ଧେ ବିଶ୍ଵାସ ହୁଏନି ଯେତେବି ଖୋଜ ।
Loading comments…
Comments
Loading comments…