by ଓଡ଼ିଆ ଗଳ୍ପ ଓ କବିତା - ୧ ✓ · 17 Aug 2018
ଦୁର୍ଦ୍ଦିନେ କିପାଁ ଡାକିଛି ତୁମରେ ଲୋତକେ,ନେତ୍ର ବୁଜି ! ନିଃସଙ୍ଗ କରି ସଙ୍ଗ ତୁମର ଖୋଜାଇଲ ଆଖିଜଳେ, ଭାଗ୍ୟ କହିବି କା'ରେ ?
Loading comments…
Loading comments…