by Prasanna Kumar Madala ✓ · 22 Jun 2020
ଆମରି ଭାଇ ବାହାରେ ଯାଇ ପେଟ ପାଟଣା ଆଶେ କିପାଇଁ ଆଉ ସହିବେ ଦାଉ ଅଯଥା ପରବାସେ ? ଶପଥ ନେବା ମାଆର ସେବା ଭୁଲିବା ନାହିଁ ଆମେ ଉଦ୍ୟମ ବଳେ ଶସ୍ୟ ସମ୍ବଳେ ସୁଖେ ଜୀଇଁବା ଗ୍ରାମେ ।
Loading comments…
Comments
Loading comments…