by Sadananda Sahoo ✓ · 26 Jun 2020
ପ୍ରସାଧନ ପ୍ରିୟ ଉତ୍କଳର ଝିଅ ରଜରେ ହୁଅଇ ସଜ ; ନୟନେ କଜଳ ମଥାରେ କୁଙ୍କୁମ ହସ୍ତରେ ମେହେନ୍ଦି ଚିଜ !! ପାଦରେ ଅଳତା ପାଏ ବଡ ଶୋଭା ବେଣୀରେ ରଜନୀ ଗନ୍ଧା ; ଆହାକି ସୁନ୍ଦର ରଜ ସଜବାଜ ପ୍ରୀତି ପରଶରେ ବନ୍ଧା !!
Loading comments…
Comments
Loading comments…