by KSHIRADRI SAHU ✓ · 11 Jun 2021
ଆମ ଗାଁ ଦାଣ୍ଡରେ ସେ' ଖେଳିବ ଖେଳ ଛଳିଆ ବନମାଳିଆ, ପୋଡ଼ପିଠା ପାଇଁ ସେ କରିବ ଗୋଳ କାଳିଆ ଜଗା ବଳିଆ।। ଅତି ଯତନରେ ପାନ ଦେବି ଆଣି ଖାଇବ ମୂରଲୀପାଣି, ବଇଁଶୀ ବଜାଇ କାହ୍ନୁ ଆସିଲାଣି ପ୍ରାଣବନ୍ଧୁ ଚକ୍ରପାଣି ।।
Loading comments…
Loading comments…