by Abhiram Mandal ✓ · 25 Jun 2020
ଦଉଡି ଦୋଳିକୁ, ପଟା ଦୋଳି ପୁଣି ମହିଦୋଳି ଚକିରି, କିଏ ବୁଲେଇବ ଆକାଶରେ ପୁଣି ଆଉ କିଏ ଘିରିଘିରି। ଘରେ ତ ହେଇଛି ପୋଡପିଠା ପୁଣି ଖାସି ମାଂସ ତରକାରୀ, ତା ସାଥିରେ ଆମେ ମିଶାଇ ଖାଇବା ଆମ୍ବ ପଣଷ ସପୁରୀ।
Loading comments…
Comments
Loading comments…