by Sunanda Mohanty ✓ · 10 Jul 2021
ମାଆ ହାତ ଆରିଷା ପିଠା ଭିତରେ ସରସା ପୋଡ଼ପିଠାର ବାସ ବୁଢା ବୁଢ଼ୀଙ୍କ ପାକୁଆ ହସ ମାଟିମାଆ ବକ୍ଷରେ ଧରେ ଓଢଣା ଓଦା ବାରିଦରେ ଲାଲିମାରେ ଭରି ମୌସୁମୀ ଲାଗେ ପ୍ରକୃତି ରେଶମୀ
Loading comments…
Comments
Loading comments…