by Hrushikesh Satpathy ✓ · 24 Oct 2020
ଅର୍କତୀର୍ଥେ ତାଙ୍କ ଶୁଭ୍ର ସିଂହାସନେ ହେବେ ସିଏ ଅଭିଷିକ୍ତ, ବସୁଧା ବକ୍ଷରେ ଆଲୋକର ଧାରା ବିଂଛିବେ ହୋଇ ଆଶ୍ୱସ୍ତ । ଆସିବେ ଅରୁଣ କଅଁଳ କଅଁଳ କିରଣ ଚାଦର ନେଇ, ଦୂର ଦିକ୍-ବଳୟେ ଆସିବା ପଥକୁ ସାଗର ଅଛି ଅନେଇ ।
Loading comments…
Comments
Loading comments…