by Subhalaxmi Nayak ✓ · 5 Oct 2019
ଶୁଭ୍ର କାନଭାସ୍ ଉପରେ ସବିଶେଷ ବର୍ଣ୍ଣନା କିନ୍ତୁ ଅନାୟାସରେ ବିଫଳ ଚେଷ୍ଟା ବିଦାରି ହୋଇ ଗଲା କବି ପ୍ରାଣ ମୁହୂର୍ତ୍ତକରେ ନିଦ୍ରାଦେବୀଙ୍କ କୋଳରେ ସମାଧିସ୍ଥ ସ୍ୱପ୍ନରେ ଜାଗ୍ରତ କିଛି ଅନୁଭୂତି ସାଉଁଟିବାରେ ସେ ବ୍ୟସ୍ତ ।
Loading comments…
Loading comments…