by jyotsna mayee panda ✓ · 4 Jan 2021
କଣ୍ଟକିତ ବ୍ରୁନ୍ତେ ଆଜି ନିର୍ମମ ବେଦନା ... ରକ୍ତ ଗୋଲାପ ଯେ ମୁହିଁ ଆଜି ଆନମନା ... କେବେ ସାଜେ ମୁହେଁ କୋଉ ବଧୂର ଗଭାରେ .. ପୁଣି କେବେ ଶୋଭା ମୋର ପ୍ରେମିକା ହାତରେ .. କେବେ ଲୋଟିଯାଏ କୋଉ ମର ଶରୀର ରେ ..ll
Loading comments…
Loading comments…