by Parshuram Biswal ✓ · 22 Jul 2017
ରକତ ସମାନ ନୁହେଁ କି ଠାକୁର ଆମେ ତ ମଣିଷ ଜାତି, ବୁଝୁନି ସମାଜ ଏଇ କଥା ଗୋଟି ଏ କି ଭେଦଭାବ ନୀତି ? ଅବୁଝାକୁ ପ୍ରଭୁ ବୁଝେଇଦେଏରେ କରୁ ସିଏ କୋଳାଗ୍ରତ ।
Loading comments…
Loading comments…