by Parshuram Biswal ✓ · 18 Jul 2017
ପଥର ଦେଉଳେ ପଥର ହେଲୁ କି ଆରେ ମୋ ନନ୍ଦକୁମର ଏଇ ସନ୍ତରାସବାଦୀ ପାଇଁ ଆଜି ହୁଏ ବିଶ୍ୱ ଥରହର କେମିତି ବୁଝେଇପାରୁନୁ ତୁ ତାଙ୍କୁ ବଦଳିବେ କିପ୍ରକାର ?
Loading comments…
Loading comments…