by Sambit Srikumar ✓ · 10 Apr 2021
ଅହିଂସା ସତ୍ୟାଗ୍ରହରେ ହୋଇ ଅତିଷ୍ଠ ଅସହିଷ୍ଣୁ ଗୋଧୂଳିରେ ଫିରିଙ୍ଗି ଫଉଜ ଚଳାଇଲା ଗୁଳି ନରମେଧ ଯଜ୍ଞକୁଣ୍ଡରେ ଆପଣା ପ୍ରାଣର ଆହୁତି ଦେଇ ଅଣତିରିଶ ଜଣ ସଂଗ୍ରାମୀ ପଡ଼ିଥିଲେ ଟଳି।
Loading comments…
Comments
Loading comments…