by Prafulla Chandra Mishra ✓ · 27 Mar 2021
ବୀଣା ବୀଣାପାଣି ବାଇ, ଉଭା କିବା ମହାମାୟୀ ଗୁଣୁ ଗୁଣୁ ହୋଇ ଗୀତ, ମଙ୍ଗଳ ସଂଗୀତ ବିଜୟେ ମାଧୋଇ, ପୂଣ୍ୟମୟ ଶୁଭ ଏହି, ଲଗନ ଆସିଛି ଭାଇ ରଙ୍ଗର ରୁତୁ ବସନ୍ତ, ମଣ୍ଡିଅଛି ମହୀ କେଡେ ହରଷେ, ରଙ୍ଗ ବରଷେ
Loading comments…
Comments
Loading comments…