by Kulamani Sarangi ✓ · 30 Jun 2020
ଅମିନ ଚାକିରି ସହିତ ବୁଣାକାର କାମରେ, ବ୍ୟସ୍ତ ଥାଇ ମଧ୍ୟ ଚଞ୍ଚଳ ଥିଲ କବିପଣରେ। 'ରସ ରତ୍ନାକର', 'ଅହଲ୍ୟା ସ୍ତବ' କଲ ସୃଜନ, ରୀତି ଯୁଗ ଧାରା ତହିଁରେ ହେଲା ପ୍ରତିଫଳନ।
Loading comments…
Loading comments…