by SARATA KUMAR DAS ✓ · 28 Oct 2019
ଓଠର ଆବେଗ ଖୋଜେ ସ୍ନିଗ୍ଧ ସ୍ପର୍ଶ ଲମ୍ବିଯାଏ ନୀଳତୃଷ୍ଣା ସାଗର ଲହରୀ ଛୁଏଁ ବେଳାଭୂଇଁ ଝରିପଡେ ଅଙ୍ଗ ବାସ୍ନା ।।
Loading comments…
Comments
Loading comments…