by Parshuram Biswal ✓ · 14 Aug 2017
ସବୁ ଜାଣି ଜଗା ଶୋଭା ପାଉନାହିଁ ତୋର ଏଇ ନିରବତା ବାହାଘର ପରେ ଝିଅଘର ମୁଣ୍ଡେ ପଶେ ଭାରଥୋର ଚିନ୍ତା ଗୁମୁରି କାନ୍ଦଇ ଝିଅବାପା କାହିଁ ଏକଥା କହ କି ମିଥ୍ୟା ?
Loading comments…
Loading comments…