by Deepak Kumar Mishra ✓ · 14 Mar 2022
ମୋ ପୃଷ୍ଠାରେ ସବୁକିଛି ଓଲଟା ଓଲଟା ... କେବେ ବାମରୁ କେବେ ଡାହାଣରୁ କେବେ ଉପରୁ ପୁଣି କେବେ ତଳୁ ହୁଏ ଲେଖା... ସବୁ କିଛି ଅସଜଡ଼ା ଅସଜଡ଼ା... ମୋ ପୃଷ୍ଠା ଗୁଡିକରେ l
Loading comments…
Loading comments…