by Prafulla Chandra Mishra ✓ · 8 Jul 2019
ବରଷକେ ଥରେ ଲଗାଏ ଲୀଳା ଅପୂର୍ବ,ଅଲଭ୍ୟ ଘୋଷ ଯାତରା ରଥେ ଥରେ ତାକୁ ଦରଶନ କଲେ ନାହିଁ ପୂର୍ନଜନ୍ମ ଯମର କାରା ଯେ ଆସ ଆସ ବନ୍ଧୁ ଆସରେ ଭକତ ସେଇତ ଶୋକ ପାସୋରା ଯେ ଦର-ଶନେ କବି ଆତ୍ମହରା ଯେ ।
Loading comments…
Loading comments…