by SARATA KUMAR DAS ✓ · 9 Jul 2019
ପହଣ୍ଡିରେ ବିଜେ କରିବେ ଠାକୁର ହସିବ ଧରଣୀ ରାଣୀ, ନୃତ୍ୟ ଗୀତ ତାଳେ ରଥ ଗଡୁଥିବ ମନଲୋଭା ରୂପ ଠାଣି ।। ଜଗତର ଦୁଃଖ ହୋଇଯିବ ଦୂର ଜୀବନ ହୋଇବ ପୂର୍ଣ୍ଣ ,
Loading comments…
Loading comments…