by Tonish Rohidas ✓ · 17 Jun 2021
ଯେତେ ଦିନ ଆକାଶରେ ଦିଶୁଥିବେ ସୂର୍ଯ୍ୟ ଚନ୍ଦ୍ର ସେତେ ଦିନ ଧରୁଥିବି ତୁମ ନାମ।। ତୁମେ ତ ଶ୍ରୀ କଳାମୁଖ ଆହେ ମହାବାହୁ ସଦା ମୋତେ ଚାହିଁଥିବ କରୁଥିବ ଧର୍ମ।। ତୁମ ରଥ ଥରେ ଟାଣିବି ବୋଲି ମୁଁ ଇଚ୍ଛା କରେ ପ୍ରଭୁ।। ଯିବି ଥରେ ତୁମ ଶ୍ରୀମନ୍ଦିର
Loading comments…
Loading comments…