by SARADA NAYAK ✓ · 6 Oct 2020
ମଧୁ ରାତି କଟିଯାଏ ଜହ୍ନ ଆଲୁଅରେ ଦେହେ କଳଙ୍କର ଟିକା ମାଖି ଦେଖି ଅରୁଣିମା କଇଁ ଅଳସ ଯେ ଭରେ ତା ନୀମିଳିତ ଦଳ ସାକ୍ଷୀ ।
Loading comments…
Loading comments…