by ଓଡ଼ିଆ ଗଳ୍ପ ଓ କବିତା - ୧ ✓ · 9 Sept 2019
ନିନ୍ଦିଲେ ନିନ୍ଦିବେ ନରେ ପଛେ ଏବେ ନିଶ୍ଚୟ କହୁଛି ଜାଣ, ନ ଚୁମ୍ବିଲେ ତାର ମଧୁର ଅଧର ନ ଠୁରଇ ମୋ ପ୍ରାଣ (5) ନୋହିବୁ ଯେବେ ତୁ ଏ ଘଟନା ହେତୁ ତୋ ନାମେ ତେଜିବି ଦେହ, ନିୟମକରି କହୁଛି କବିରବି ଏଥୁ ନ ଘେନ ସନ୍ଦେହ (6)
Loading comments…
Loading comments…