by Subhalaxmi Nayak ✓ · 18 May 2022
ଶିଶିର ବୁନ୍ଦା ଝରି ପଡ଼େ ସିନ୍ଦୂରା ଫିଟି ଶୀତ ମାଉସୀ ଆସେ କାନିରେ ପକାଇ ଗଣ୍ଠି ପୁଷ ଶୀତ ମାଘ ଗୀତ ଚାଷୀ କୁଳକୁ ହିତ ଥରଥର ଅବସ୍ଥାରେ ଶୀତପୋଷାକ ଆଦୃତ।
Loading comments…
Loading comments…