by Trupti Paikaray ✓ · 30 Aug 2017
ମା ତୁ ସେମିତି ସବୁବେଳେ ମତେ ଭଲପାଉଥା,ସେମିତି ମୋ ହାତ ଧରି ଚାଲୁଥା,ତୋ ହାତତିଆରି ଗରମ ରୁଟି ଖାଇବାକୁ,ମୁଁ ତୋ କୋଳରେ ଆଉ ଶହେ ଜନ୍ମ ନେବାକୁ ଚାହେଁ ।
Loading comments…
Comments
Loading comments…