by Trupti Paikaray ✓ · 27 Aug 2017
ମାଆ ତୁ ସବୁବେଳେ ଏମିତି ମୋ ହାତ ଧରି ଚାଲୁଥା,ତୋ ପଣତ କାନିରେ ଏମିତି ମୋ ଲୁହ ପୋଛୁଥା,ତୋ ଭଲପାଇବା ପାଇବାକୁ ମୁଁ ସବୁବେଳେ ସେମିତି ଛୋଟପିଲା ହେଇ ରହିଥାଏ ।
Loading comments…
Comments
Loading comments…