by Hitendra Mohanta ✓ · 19 Nov 2018
ଅନ୍ଧାର ପ୍ରଗଳ୍ଭା ପର୍ବ ଚିର ନମସ୍ୟା ଦିଗନ୍ତ ଗଗନର ନିଶ୍ଚୁପ ଓଠରୁ ଝରି ପୁଲକ ମଧୁ ସଞ୍ଚାରି ରୂପସୀ ଯେ ଅମାବାସ୍ୟା ॥
Loading comments…
Loading comments…