by Manaswini Dash ✓ · 4 Aug 2021
ବଳାତ୍କାରରେ ପୀଡିତ ସରଳ, ନିଷ୍ପାପ ନାରୀଟିର ଚିତାକୁ ଦେଖିଲେ ବିଶ୍ୱାସ ହୁଏନା ସର୍ବତ୍ର ଭୋକର ଭୂଗୋଳ ଆଉ ଅଭାବର କରୁଣ ଚିତ୍କାର ମନରେ ସନ୍ଦେହ ଜାତ କରେ ଦଶନ୍ଧି ପରେ ଦଶନ୍ଧିର ନୀଡ ରଚନା ପରେବି ଦାରିଦ୍ର୍ୟର କରୁଣ ଚିତ୍କାର
Loading comments…
Loading comments…