by Ranjan Kumar Brahma ✓ · 16 Aug 2019
ଉଡିଲା ତ୍ରିରଙ୍ଗା କାଶ୍ମୀର ଘାଟରେ ପୁଣି ଉଡିଲା କୁମାରୀ କୋଳରେ ଜଳ ସ୍ଥଳ ନଭ ସବୁଠି ଉଡିଲା ଶୌର୍ଯ୍ୟ ଶୋଭେ ଆମ ରାଷ୍ଟ୍ର ଶରୀରେ । କେ କହେ ବିଶ୍ୱକୁ ବାଣିଜ୍ୟର ସ୍ଥଳୀ ଏ ଦେଶ କହେ ଆମ ପରିବାର ତା'ରି ସେବାରେ ଜୀବନ ଦେବାରେ ଆସହେ ବୀର ରହି ଏକକାର ।
Loading comments…
Comments
Loading comments…