by Parshuram Biswal ✓ · 31 Jul 2017
ଡାକୁଛି ତତେରେ ନୀଳାଦ୍ରିବିହାରୀ ଏ ଅନ୍ଧାର କୋଠରିରେ ଦେଏ ଶକ୍ତି, ଦେଏ ଭକତି ମୋ ପ୍ରାଣେ, ସେ ଭୁଲ୍ ହବନି ଥରେ ସ୍ୱାର୍ଥ ଛାଡ଼ି ଜନପ୍ରିୟ ନେତା ହେବି ଲୟ ଥବ ଶ୍ରୀପୟରେ ।
Loading comments…
Loading comments…