by Dharitri Das ✓ · 22 Oct 2020
ତୁଳସୀ ସଙ୍ଗେ ମହୁ ମିଶାଇ ଖାଇଲେ ଥଣ୍ଡା ଯିବ ପଳାଇ।। ବାଡ଼ିରେ ଥାଲକୁଡି ଲଗାଇ ଖାଇଲେ ପେଟରୋଗ ନ ହୋଇ। ଚଇତ୍ର ମାସେ ନିମ୍ବ ପତର ଖାଇବ କରି ଅତି ଆଦର।
Loading comments…
Loading comments…