by Rama chandra Pradhan ✓ · 9 Oct 2020
ସ୍ୱଚ୍ଛତାର ରଙ୍ଗ ସବୁଠି ଭରିବା ସର୍ବେ ହୋଇ ଏକାକାର ନିଜେ ସ୍ୱଚ୍ଛ ରହି ସୁସ୍ଥ ପରିବେଶ ଗଢ଼ିବା ଆମେ ଏଥର l ଅଳିଆ ଗୋଳିଆ ଅନୀତି ଦୁର୍ନୀତି ସବୁକୁ ସଫା କରିବା ହିଂସା ପ୍ରତିହିଂସା ମିଛକୁ ଆଡ଼େଇ ଅହିଂସା ପଥେ ଚାଲିବା
Loading comments…
Loading comments…